ଅଷ୍ଟମ ଦିନରେ ମହାରାଜା କଂସଙ୍କ ଚିତାଉ ନେଇ ମନ୍ତ୍ରୀ ଅକ୍ରୁର ଗୋପପୁରରେ ପହଞ୍ଚିଛନ୍ତି । ଆଜି ନବମ ଦିନରେ ଗୋପ ଛାଡ଼ି ମଥୁରା ଯିବେ କୃଷ୍ଣବଳରାମ ।