Surprise Me!

ମଝି ସମୁଦ୍ରରେ ବନବିଭାଗ କର୍ମଚାରୀଙ୍କୁ ଆକ୍ରମଣ, ଅଟକ ୮ ମତ୍ସ୍ୟଜୀବୀଙ୍କୁ ନେଇଗଲେ ମାଛ ମାଫିଆ

2025-01-12 1 Dailymotion

ଗହିରମଥା ନିଷିଦ୍ଧାଞ୍ଚଳରେ ବେଆଇନ ମାଛଧରାକୁ ନେଇ ବନବିଭାଗ କର୍ମଚାରୀଙ୍କୁ ମାଛ ମାଫିଆ ଆକ୍ରମଣ, ମଝି ସମୁଦ୍ରରେ ବ୍ଲାଙ୍କ ଫାୟାରିଂ କଲା ବନବିଭାଗ