ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ପିକନିକ ସ୍ପଟ ବୌଦ୍ଧ ଜିଲ୍ଲା 'ମର୍ଜାକୁଦ' ଦ୍ବୀପାଞ୍ଚଳ । ଶୀତ ଋତୁରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼ । କେମିତି ଯିବେ, କଣ ଦେଖିବେ ଜାଣନ୍ତୁ ।