ପାଖଉଛି ଘୋଷଯାତ୍ରା । ମହାପ୍ରଭାଙ୍କ ପାଇଁ ଅଙ୍ଗବସ୍ତ୍ର ତିଆରିରେ ବ୍ୟସ୍ତ ବୁଣାକାର । କିଏ ତିଆରି କରନ୍ତି ମହାପ୍ରଭୁଙ୍କ ପାଇଁ ଖଣ୍ଡୁଆପାଟ, ପଢନ୍ତୁ ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ଏହି ରିପୋର୍ଟରେ ।