'ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ'। ପିଲାଟି ଦିନରୁ ଅଦରକାରୀ ଜିନିଷରେ ସୁନ୍ଦର ସୁନ୍ଦର ହସ୍ତକଳା ତିଆରି କରୁଛନ୍ତି ବାଲେଶ୍ବରର ଫାଲଗୁନି ଦାଶ ।