Surprise Me!

ଜୁନ 6ରେ ନିଯୁକ୍ତି ପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ, ପୂରଣ ହେବ 826 ପିଜିଟି ଶିକ୍ଷକ ପଦବୀ

2025-06-04 2 Dailymotion

ଆଉ ଖାଲି ପଡ଼ିବନି ଶିକ୍ଷକ ପଦବୀ । ସୁଦୃଢ ହେବ ଶିକ୍ଷା ବ୍ୟବସ୍ଥା, ଛାତ୍ରଛାତ୍ରୀ ପାଇବେ ଗୁଣାତ୍ମକ ଶିକ୍ଷା । ଆସନ୍ତା 6 ତାରିଖରେ ନିଯୁକ୍ତି ପାଇବେ 826 ଜଣ ପିଜିଟି ଶିକ୍ଷକ ।