ଧର୍ମଗଡ ଉପଜିଲ୍ଲାପାଳ IAS ଧିମାନ୍ ଚକମାଙ୍କୁ ଗିରଫ କରି କୋର୍ଟଚାଲାଣ କଲା ଭିଜିଲାନ୍ସ । ଗତକାଲି କ୍ରସର ମାଲିକଠୁ 10 ଲକ୍ଷ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ ।