Surprise Me!

ଜଲିଉଡ ବିବାଦ: ପୀୟୂଷ କହିଲେ 'ମୁଁ ପଣ ଛାଡ଼ି ଆମେ ଆପଣାଇଲେ..'

2025-06-25 7 Dailymotion

ପୀୟୂଷ ତ୍ରିପାଠୀ ଓ ଯାତ୍ରା ମାଲିକ ବିବାଦ ମାମଲା । ନିଷ୍ପତ୍ତି ବଦଳାଇଲେ ପୀୟୂଷ । ଯାତ୍ରା ପେଣ୍ଡାଲକୁ ପୁଣି ଫେରିବେ ।