ଘଣ୍ଠନାଦ, ଭଜନ, କୀର୍ତ୍ତନରେ କମ୍ପୁଛି ଶ୍ରୀକ୍ଷେତ୍ର । ତା ସାଙ୍ଗକୁ ନୃତ୍ୟାଙ୍ଗନାଙ୍କ ନୃତ୍ୟ ପରିବେଷଣ । ମହାପ୍ରଭୁଙ୍କ ନିକଟରେ ନିଜକୁ ସମର୍ପି ଧନ୍ୟ ମନେ କରୁଛନ୍ତି ନୃତ୍ୟଶିଳ୍ପୀ ।