Surprise Me!

କାୟା ବିସ୍ତାର କରୁଛି ଯକ୍ଷ୍ମା, ସମ୍ବଲପୁର ସହରାଞ୍ଚଳରେ ଉଦବେଗଜନକ ସ୍ଥିତି

2025-07-01 5 Dailymotion

ସମ୍ବଲପୁର ଜିଲ୍ଲାରେ ବଢୁଛି ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା । ଗତ ଜାନୁଆରୀରୁ ଜୁନ ମାସ ପର୍ଯ୍ୟନ୍ତ ଚିହ୍ନଟ୍ ହେଲେଣି 1243 ରୋଗୀ । ଜାଣନ୍ତୁ ଏହାର ଲକ୍ଷଣ ଏବଂ କାରଣ କଣ ?