ବନ୍ୟାଜଳ ପାଇଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି ବୌଦ୍ଧ ଜିଲ୍ଲାର ମାରଡା ଗାଁ । ନାହିଁ ନାହିଁରେ ଚଳୁଛନ୍ତି 30 ଆଦିବାସୀ ପରିବାର ।