ଦୃଢ଼ ଇଚ୍ଛା ଶକ୍ତି ଜଣେ ଦୃଷ୍ଟି ବାଧିତଙ୍କୁ ଦେଇଛି ଅନେକ ସଫଳତା । ରେଭେନ୍ସା ବିଶ୍ବବିଦ୍ୟାଳୟରେ ବାବାଇ ନନ୍ଦୀ ପ୍ରଥମ ଦିବ୍ୟାଙ୍ଗ ଛାତ୍ର ଭାବେ ପାଇଛନ୍ତି ପିଏଚଡି ଡିଗ୍ରୀ।