ଗାନ୍ଧୀ ପାଠଶାଳାର କୁନି ଦେଶଭକ୍ତ ପାଳିଲେ ସ୍ବାଧୀନତା ଦିବସ । ଗାନ୍ଧୀ ପାଠଶାଳା ଦେଖାଇଲା ସେମାନଙ୍କୁ ଶିକ୍ଷାର ଆଲୋକ । ଇଟା ଭାଟିରେ କାମ କରୁଥିବା ଶ୍ରମିକଙ୍କ ପିଲାଙ୍କୁ ନିଶୁଳ୍କ ଶିକ୍ଷାଦାନ କରାଯାଉଛି।