୨୦୨୫ ରଥଯାତ୍ରାରେ ବ୍ୟାପକ ବିଭ୍ରାଟ ପରେ ଚେତିଲେ ସରକାର । ମାର୍ଗଦର୍ଶିକା ଆଧାରରେ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରା ପରିଚାଳନା ହେବ।