Surprise Me!

କେବେଠୁ ଆରମ୍ଭ ନୂଆଁଖାଇ ? ଗୋଟିଏ ଦିନରେ ପାଳିବାକୁ ଘୋଷଣା କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

2025-08-20 0 Dailymotion

ଅଗଷ୍ଟ 28 ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ମା ସମଲେଶ୍ବରୀଙ୍କ ଠାରେ ଲାଗିହେବ ନବାନ୍ନ । ଏହା ପରେ ପଶ୍ଚିମ ଓଡିଶାର ପୁରପଲ୍ଲୀରେ ଘରେ ଘରେ ନୂଆଁଖାଇ ପାଳନ କରାଯିବ ।