ପୁରୀରେ କେବେ ଆରମ୍ଭ ହେବ ଦିଲ୍ଲୀ ହାଟବଜାର ମଡେଲ ମାର୍କେଟ ? ଆଇନମନ୍ତ୍ରୀଙ୍କ ସୂଚନା ପରେ ମଧ୍ୟ ଆରଂଭ ହେଲାନି ପ୍ରକଳ୍ପ । ଦୋକାନ ଉଚ୍ଛେଦ ପରେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଉଠାଦୋକାନୀ