ଶେଷରେ ବନ୍ଧାହେଲେ ପୋଲିସ ଏସଆଇ । ଫେରାର ଥିବା ଦର୍ଶାଇ ତାଙ୍କୁ ଗିରଫ କରିନ ଥିଲା ଜଗତ୍ସିଂହପୁର ପୋଲିସ । ଗତକାଲି ତାଙ୍କୁ ବିଶାଖାପାଟଣାରୁ ଗିରଫ କରାଯାଇଥିଲା । ଆଜି ତାଙ୍କୁ କୋର୍ଟଚାଲାଣ କରାଯାଇଛି।