ବାଲ୍ୟ ବନ୍ଧୁ ଆଜି ଯୌବନରେ ପହଞ୍ଚିଛନ୍ତି । ପରସ୍ପରର ହାତ ଧରି ଚାଲୁଥିଲେ । ଲକ୍ଷ୍ୟ ଥିଲା ଗୋଟିଏ, ରାସ୍ତା ଥିଲା ଗୋଟିଏ । ଆଜି ଉଭୟଙ୍କ ସ୍ୱପ୍ନ ସାକାର ହୋଇଛି ।