ଆଜି ଗଣେଶ ପୂଜା । ଏହି ଅବସରରେ ପରଦାକୁ ଆସୁଛି ଓଡ଼ିଆ ଫିଲ୍ମ 'ଡେଲିଭରି ବୟ ୨' । ଏହା ପୂର୍ବରୁ ଫିଲ୍ମର ସ୍ପେଶାଲ ସ୍କ୍ରିନିଂ ହୋଇଛି । ଫିଲ୍ମ ଦେଖିଛନ୍ତି ସାମ୍ବାଦିକ ।