Surprise Me!

ଦିନକ ପରେ ନୂଆଁଖାଇ; ନାଚଗୀତରେ ଦୁକୁକିବ ଗାଁ ଦାଣ୍ଡ

2025-08-27 10 Dailymotion

ଆସୁଛି ନୂଆଁଖାଇ। ଉତ୍ସବ ମୁଖର ପଶ୍ଚିମ ଓଡ଼ିଶା । ନୂଆଁଖାଇରେ ଦୁଲୁକିବ ଗାଁ ଦାଣ୍ଡ। ଯାହାକୁ ନେଇ କଳାକାରମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖା ଦେଇଥିବା ବେଳେ କେମିତି ଚାଲିଛି ପ୍ରସ୍ତୁତି, ଆସନ୍ତୁ ଦେଖିବା।