ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସହଯୋଗରେ ବିଜୟ ନାୟକଙ୍କ ମୃତଶରୀର ଆଜି ଗାଁରେ ପହଞ୍ଚିବା ପରେ ଶୋକରେ ବୁଡିଛି ବଡ଼ମାଛପୁର ଗ୍ରାମ ।