ଆଗାମୀ ଦିନରେ ବିଜେଡି ରାଜନୀତି ଭୟଙ୍କର ରୁପ ନେବ । ବିଜେଡି ବର୍ତ୍ତମାନ ଏକ ବାରୁଦଗଦାରେ ଛିଡା ହୋଇଛି । ଆଗାମୀ ଦିନରେ ଏହି ବାରୁଦଗଦାରେ ବିସ୍ଫୋରଣ ହେବାର ଯଥେଷ୍ଟ ଆଶଙ୍କା ରହିଛି ।