Surprise Me!

ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ପରେ ଏବେ ପରଦାକୁ ଆସୁଛି 'ଲହରୀ', ଓଡ଼ିଶା ଟୁରିଜିମ ଓ ଜୀବନ-ଯୌବନର କାହାଣୀ ଦେଖିବେ ଦର୍ଶକ

2025-08-29 3 Dailymotion

ଜୀବନ ଓ ଯୌବନରେ ଆସୁଥିବା ଝଡ, ଢେଉ ଓ ମୋଡକୁ ନେଇ ପ୍ରସ୍ତୁତ ଓଡ଼ିଆ ଫିଲ୍ମ 'ଲହରୀ' । ଗୀତ ଓ ଟିଜର ଆଉଟ୍ । ଏହି ଦିନ ରିଲିଜ ହେବ ଫିଲ୍ମ ।