ଏଥର ଗଣେଶ ଭସାଣରେ ଗଡିବ ସୁମିତଙ୍କ ହାତ ତିଆରି ଦେଢ ଫୁଟର ଡିଜେ । 15 ଫୁଟ ପର୍ଯ୍ୟନ୍ତ ଶବ୍ଦ ଶୁଣା ଯିବ କାନ ବି ଖରାପ ହେବନି ।