Surprise Me!

NAC ଘୋଷଣାରେ ପାତର ଅନ୍ତର ଅଭିଯୋଗ ଆଣିଲା BJD, ଜବାବ ରଖିଲେ ମନ୍ତ୍ରୀ

2025-09-01 3 Dailymotion

ଏନଏସି ଘୋଷଣାରେ ପାତର ଅନ୍ତର ଅଭିଯୋଗ ଆଣି ରାଜରାସ୍ତାକୁ ଓହ୍ଲାଇବାକୁ ବିଜେଡିର ଚେତାବନୀ । ଅଭିଯୋଗକୁ ଖଣ୍ଡନ କଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର