କଟକ ହ୍ୟୁଜ୍ ଇଣ୍ଡିଆ ଠକେଇ ମାମଲାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । କୋଟି କୋଟି ଟଙ୍କା ଠକି ଥିବା ଅଭିଯୋଗ । 5 ଦିନିଆ ରିମାଣ୍ଡରେ ଆଣିବ ପୋଲିସ ।