Surprise Me!

5 ଯାଏଁ ସାରା ରାଜ୍ୟରେ ବର୍ଷା; ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ଟିମ୍ ନିୟୋଜିତ

2025-09-02 18 Dailymotion

ରାଜ୍ୟର ସମସ୍ତ ଜିଲ୍ଲାରେ 40ରୁ 50 କିଲୋମିଟର ବେଗରେ ପବନ ବହିବ। ଘଡ଼ଘଡ଼ି ଓ ବଜ୍ରପାତ ସହ ବୃଷ୍ଟିପାତ ହେବ।