Surprise Me!

ନାଟମଣ୍ଡପରୁ ଧାଡି ଦର୍ଶନ

2025-09-03 10 Dailymotion

ଶ୍ରୀମନ୍ଦିର ନାଟ ମଣ୍ଡପରେ ଧାଡି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟିର ଅନୁମୋଦନ । ଦୀଘା ଧାମ ନାମକରଣକୁ ବିରୋଧ ।