ଓଡ଼ିଶାରେ ବକ୍ସିଂ କ୍ଷେତ୍ରରେ କୋଚ୍ ସୁଦର୍ଶନ ସାହୁଙ୍କ ଅବଦାନ ଅତୁଳନୀୟ । ଅଭାବୀ ପିଲାଙ୍କୁ ମାଗଣାରେ ଦେଉଛନ୍ତି ପ୍ରଶିକ୍ଷଣ ।