Surprise Me!

NAC ଦାବିରେ ୧୨ ଘଣ୍ଟିଆ ମଦନପୁର ରାମପୁର ବନ୍ଦ; ଦାବି ପୂରଣ ନ ହେଲେ ଜୋର ହେବ ଆନ୍ଦୋଳନ

2025-09-04 3 Dailymotion

କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁରକୁ ଏନଏସି ଘୋଷଣା କରିବା ଦାବି ଜୋର ଧରିଛି । ମୁଖ୍ୟମନ୍ତ୍ରୀ 16ଟି ନୂଆ ଏନଏସି ଘୋଷଣା କରିଥିବାବେଳେ ମଦନପୁର ରାମପୁର ବାଦ ପଡିଛି ।