ମହାପ୍ରଭୁଙ୍କର ୫୮ ହଜାର ଏକର ଜମି ରାଜ୍ୟ ଓ ରାଜ୍ୟ ବାହାରେ ରହିଛି । ଖୁବଶୀଘ୍ର ସେଗୁଡ଼ିକୁ ମହାପ୍ରଭୁଙ୍କ କାମରେ ବିନିଯୋଗ କରାଯିବ ।