ଚନ୍ଦ୍ର ଗ୍ରହଣ କିମ୍ବା ସୂର୍ଯ୍ୟ ପରାଗରେ ସାଧାରଣତଃ ଦେବାଳୟ ବନ୍ଦ ରୁହେ । ମାତ୍ର ପୁରୀ ଜଗନ୍ନାଥ ମନ୍ଦିରରେ ହୁଏ ସ୍ବତନ୍ତ୍ର ପୂଜା ନୀତି ।