11 ବର୍ଷ ଧରି ଅଟକି ରହିଥିବା ସମ୍ବଲପୁର ମହାନଗର ନିଗମର ନିର୍ବାଚନ ନେଇ ମାନ୍ୟବର ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ ରାୟ ଗତକାଲି ପ୍ରକାଶ ପାଇଛି l ଏହାକୁ ନେଇ ସମ୍ବଲପୁର ଜନସାଧାରଣଙ୍କ ମଧ୍ୟରେ ଉତ୍ସାହ l