Surprise Me!

GST ସଂସ୍କାରକୁ ମୋହନ ସରକାରଙ୍କ ସ୍ବାଗତ, ଏମିତି କହିଲେ ବିରୋଧୀ

2025-09-05 1 Dailymotion

ଜିଏସ୍‌ଟି ସ୍ଲାବରେ ପରିବର୍ତ୍ତନ ନେଇ ଆଭିମୁଖ୍ୟ ରଖିଲା ବିଜେଡି । ଲାଭ-କ୍ଷତି ଆକଳନ ଲାଗି 6 ମାସ ଲାଗିବ ବୋଲି କହିଲା କଂଗ୍ରେସ ।