ମାଲକାନଗିରିର ଶିକ୍ଷକ ଉତ୍କଳ କେଶରୀ ଦାସ । ନିଜ ସ୍ବପ୍ନକୁ ଜଳାଞ୍ଜଳି ଦେଇ ଆଦିବାସୀ ଅଞ୍ଚଳରେ ନିଜ ଚେଷ୍ଟାରେ ଗଢୁଛନ୍ତି ଡାକ୍ତର ।