ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ଚାଷୀଙ୍କୁ ସଠିକ୍ ପରିମାଣର ସାର ମିଳୁନଥିବା ଅଭିଯୋଗ ହୋଇଛି । ସେପଟେ କଳାବଜାରୀ ଓ ଅତ୍ୟଧିକ ଦର ବୃଦ୍ଧି ହେତୁ ଚାଷୀଙ୍କ ଚିନ୍ତା ଦ୍ବିଗୁଣିତ ହୋଇଛି ।