Surprise Me!

'୧୫ ମାସରେ ୪୦୦୦ ଦୁଷ୍କର୍ମ ମାମଲା', ରାଜ୍ୟରେ ମହିଳା ସୁରକ୍ଷା ଉପରେ ସ୍ନେହାଙ୍ଗିନୀଙ୍କ ପ୍ରଶ୍ନ

2025-09-06 5 Dailymotion

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଦଳର ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ । ମହିଳାଙ୍କ ସୁରକ୍ଷା, ସମ୍ମାନ ଓ ଅଧିକାର ପାଇଁ ଲଢ଼େଇ ଜାରି ରଖିବାକୁ ସଭାପତି ଦେଲେ ପରାମର୍ଶ ।