ବିକାଶରେ ସମ୍ବଲପୁର ଆହୁରି ଆଗକୁ ବଢ଼ିବ । ସମ୍ବଲପୁରରେ ଆୟୋଜିତ ନୂଆଁଖାଇ ଭେଟଘାଟ ଉତ୍ସବର ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ଼ ଘୋଷଣା କରିଛନ୍ତି ।