ଦେଶ ବାହାରେ ଅଦିନରେ ୧୮ ଥର ସ୍ନାନଯାତ୍ରା ଆୟୋଜିତ ହୋଇସାରିଛି । ଏହାକୁ ଶ୍ରୀମନ୍ଦିର ପରିଚାଳନା କମିଟି ତୀବ୍ର ବିରୋଧ କରିଛି ।