ପ୍ରଶ୍ନପତ୍ର ଲିକ ଯୋଗୁ ଜୁଲାଇ 20 ତାରିଖରେ ହେବାକୁଥିବା ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ବାତିଲ ହୋଇଥିଲା । ଏହି ପରୀକ୍ଷା ପୁଣିଥରେ ସେପ୍ଟେମ୍ବର 27 ତାରିଖରେ କରାଯିବ ବୋଲି ଦିନ ଧାର୍ଯ୍ୟ କରାଯାଇଛି ।