Surprise Me!

'ପଶ୍ଚିମ ଓଡି଼ିଶାରେ ହେଉ WODC ମୁଖ୍ୟାଳୟ', ନୂଆ ସରକାରଙ୍କୁ ଅଞ୍ଚଳବାସୀଙ୍କ ଆହ୍ବାନ

2025-09-08 1 Dailymotion

ପଶ୍ଚିମ ଓଡିଶା ବିକାଶ ପରିଷଦ ଗଠନକୁ 27 ବର୍ଷ ବିତିଥିବା ବେଳେ, ଏହାର ମୁଖ୍ୟ କାର୍ଯ୍ୟାଳୟ ପଶ୍ଚିମ ଓଡ଼ିଶାର କୌଣସି ଏକ ସ୍ଥାନରେ କରିବା ଦାବି ପୁଣି ଥରେ ଜୋର ଧରିଛି ।